2 hours 23 minutes
Some articles contain affiliate links (marked with an asterisk *). If you click on these links and purchase products, we will receive a small commission at no extra cost to you. Your support helps to keep this site running and to continue creating useful content. Thank you for your support!
ନାଟକ ଭିତରେ ଜୀବନ ଓ ଜୀବନ ଭିତରେ ନାଟକକୁ ପୁଞ୍ଜିକରି ବଂଚୁଥିବା କିଛି ଚରିତ୍ରଙ୍କୁ ନେଇ 'ଛପିଛପି ବାସନ୍ତୀ ରାତି' । ଯାତ୍ରାପାର୍ଟିର କଳାକାରଙ୍କ ଜୀବନ ପଛର ଦୁଃଖସୁଖ ଓ ସ୍ୱପ୍ନ ସଂଘର୍ଷ ଭିତରେ ଉଠପଡ଼ ହେଉଥିବା ପ୍ରେମ ଓ ପ୍ରତାରଣାର ଏହି ଚମତ୍କାର କାହାଣୀ ଶୁଣନ୍ତୁ ଖୋଦ୍ ଲେଖକଙ୍କ କଣ୍ଠରେ...