ପ୍ରବୀଣା ମହାନ୍ତି
Stimita Nakshatra
Cover
Unabridged
10 hours 9 minutes
Some articles contain affiliate links (marked with an asterisk *). If you click on these links and purchase products, we will receive a small commission at no extra cost to you. Your support helps to keep this site running and to continue creating useful content. Thank you for your support!
ପାରିବାରିକ ମୂଲ୍ୟବୋଧ ଓ ସମ୍ପର୍କକୁ ନେଇ ଚମତ୍କାର କାହାଣୀ ଲେଖୁଥିବା ବିଶିଷ୍ଟ କଥାକାର ପ୍ରବୀଣା ମହାନ୍ତିଙ୍କ 'ସ୍ତିମିତ ନକ୍ଷତ୍ର' ତାଙ୍କର ଅନ୍ୟତମ ସଫଳ ଉପନ୍ୟାସ, ଯାହା 'କାଦମ୍ବିନୀ' ପତ୍ରିକାରେ ପ୍ରକାଶ ପାଇଁ ବେଶ ଚର୍ଚ୍ଚା ସାଉଁଟିଥିଲା! ଆମେ ଭୋଗୁଥିବା ସୁଖଦୁଃଖ ଓ ଭାବଅଭାବର ସମ୍ପର୍କ ଭିତରେ ଜୀବନ କେମିତି କଡ଼ ଲେଉଟାଏ, ମୋଡ ବୁଲାଏ, ତାର ଚମତ୍କାର ପରିବେଷଣ ଦେଖିବାକୁ ମିଳେ ଏହି ଉପନ୍ୟାସରେ! ଶୁଣନ୍ତୁ ତେବେ ନିଭିଙ୍କ କଣ୍ଠରେ 'ସ୍ତିମିତ ନକ୍ଷତ୍ର' ...
Lismio