6 hours 35 minutes
Some articles contain affiliate links (marked with an asterisk *). If you click on these links and purchase products, we will receive a small commission at no extra cost to you. Your support helps to keep this site running and to continue creating useful content. Thank you for your support!
ଯଦି କଥା ନ ଶୁଭିଲା ବଂଶୀ ଭଳି, ତେବେ ଏ ବହିର ବା କି ସାର୍ଥକତା ଅଛି? ଏ ବହି ସାହିତ୍ୟ ଫାହିତ୍ୟର ଧାର ଧରୁନଥିବା ଜଣେ ଲେଖକର ଖାମ୍ଖିଆଲି ଲେଖା । ଏ ଲେଖା ଜଗତ ଉଦ୍ଧାର ପାଇଁ ନୁହେଁ, କେବଳ ନିଜର ମୁକ୍ତି ପାଇଁ । ସୋସିଆଲ୍ ମିଡ଼ିଆରେ ନିୟମିତ ଲେଖି ଚହଳ ସୃଷ୍ଟି କରିଥିବା ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ରଙ୍କ 'କଥାର ନାମ ବଂଶୀ' ସେମିତି ଏକ ପୁସ୍ତକ, ଯାହାକୁ ଥରେ ଶୁଣିବାକୁ ଆରମ୍ଭ କଲେ ଶେଷ ନକରି ରହିପାରିବେନି ।