ପାରମିତା ଶତପଥୀ
Prapti
Cover
Unabridged
9 hours 38 minutes
Some articles contain affiliate links (marked with an asterisk *). If you click on these links and purchase products, we will receive a small commission at no extra cost to you. Your support helps to keep this site running and to continue creating useful content. Thank you for your support!
ନାରୀ କେବେ ଭାବମୟୀ ତ କେବେ କରୁଣାମୟୀ, କେବେ ରହସ୍ୟମୟୀ ତ କେବେ ସନ୍ନ୍ୟାସିନୀ! କେବେ ପ୍ରାଚୁର୍ଯ୍ୟରେ ଅଣନିଶ୍ଵାସୀ ରାଜରାଣୀ ତା କେବେ ଅପ୍ରେମର ଲୁହରେ ବତୁରା ମେଞ୍ଚେ ଦେହ! ନାରୀର ବହୁବିଧ ରୂପ, ଗୁଣ ଓ ସତ୍ତାକୁ ନେଇ କେତୋଟି ନିଖୁଣ କାହାଣୀର ସମାହାର ହେଉଛି 'ପ୍ରାପ୍ତି', ଯାହା କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ସହ ବେଶ ପାଠକୀୟ ଆଦୃତି ଲାଭ କରିଛି!
Lismio